ଇଣ୍ଡିଆନ ଅଏଲ୍‌ର ୨ ନୂଆ ଲୁବ୍ରିକ୍ୟାଣ୍ଟ୍‌

Advertisment
ଇଣ୍ଡିଆନ ଅଏଲ୍‌ର ୨ ନୂଆ ଲୁବ୍ରିକ୍ୟାଣ୍ଟ୍‌

ଭୁବନେଶ୍ବର : ଇଣ୍ଡିଆନ ଅଏଲ୍‌ ପକ୍ଷରୁ ବିଏସ୍‌-୬ ଗାଡ଼ି ପାଇଁ ଦୁଇଟି ନୂଆ ଲୁବ୍ରିକ୍ୟାଣ୍ଟ୍‌କୁ ଉନ୍ମୋଚନ କରାଯାଇଛି। ବିଏସ୍‌-୬ ପେଟ୍ରୋଲ୍ କାର୍ ପାଇଁ ସର୍ଭୋ ଗ୍ରିନ୍‌ମାଇଲ୍‌ ଓ ବିଏସ୍‌-୬ ଡିଜେଲ୍ ଗାଡ଼ି ପାଇଁ ସର୍ଭୋ ରଫ୍‌ତାର୍‌ ଅଣାଯାଇଛି। କଂପାନିର ଅଧ୍ୟକ୍ଷ ଏସ୍‌ ଏମ୍ ବୈଦ୍ୟ ଦୁଇ ନୂଆ ଲୁବ୍ରିକ୍ୟାଣ୍ଟ୍‌କୁ ଉନ୍ମୋଚନ କରିଛନ୍ତି। ଏହା ଗାଡ଼ିରୁ ବାହାରୁ ଥିବା ପ୍ରଦୂଷଣକାରୀ ଗ୍ୟାସ୍‌ ନିର୍ମଗନ ହ୍ରାସ କରିବାରେ ସହାୟକ ହେବ ଏବଂ ପରିବେଶ ଲାଗି ଧାର୍ଯ୍ୟ କରାଯାଇଥିବା କଠୋର ମାନଦଣ୍ଡକୁ ମଧ୍ୟ ଏହା ପାଳନ କରୁଛି। ଉଭୟ ଲୁବ୍ରିକ୍ୟାଣ୍ଟ୍‌ ଅଙ୍ଗାରକାମ୍ଳ ନିର୍ଗମନ ୧୦% ହ୍ରାସ କରିବାରେ ସହାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe