ଅଢ଼େଇ କିମିରୁ ଅଧିକ ଲମ୍ବା ଟ୍ରେନ୍‌

Advertisment
ଅଢ଼େଇ କିମିରୁ ଅଧିକ ଲମ୍ବା ଟ୍ରେନ୍‌

(ଉପର ଫଟୋ): ନାଗପୁର-କୋର୍‌ବା ରୁଟ୍‌ରେ ୨.୮ କିମି ପର୍ଯ୍ୟନ୍ତ ଲମ୍ବା ଟ୍ରେନ୍ ‘ଶେଷନାଗ’ ଚଳାଚଳ କରିଛି। ଏହି ମାଲବାହୀ ‌ଟ୍ରେନ୍‌ରେ ୨୫୧ଟି ୱାଗନ୍ ଥିଲା। ଚାରିଟି ଟ୍ରେନ୍‌କୁ ଯୋଡ଼ି ଏହି ଟ୍ରେନ୍ ପ୍ରସ୍ତୁତ କରାଯାଇଛି। (ତଳ ଫଟୋ): ଖଡ଼ଗପୁର-ଭଦ୍ରକ ରୁଟ୍‌ରେ ତିନିଟି ଟ୍ରେନ୍‌କୁ ଯୋଡ଼ି ପ୍ରସ୍ତୁତ କରାଯାଇଥିବା ମାଲ୍‌ବାହୀ ଟ୍ରେନ୍ ‘ଆନାକୋଣ୍ଡା’ ଚଳାଚଳ କରିଛି। ସେଥିରେ ୧୯୦ଟି ୱାଗନ୍ ଥିଲା। ବାଲେଶ୍ବର ‌େଷ୍ଟସନ ଅତିକ୍ରମ କରିବାକୁ ଏହି ଟ୍ରେନ୍‌କୁ ‌ଅଢ଼େଇ ମିନିଟ୍ ଲାଗିଥିଲା। ଏହି ଦୁଇ ଫଟୋକୁ ରେଳ ମନ୍ତ୍ରୀ ପୀୟୁଷ୍‌ ଗୋୟଲ ଟୁଇଟ୍ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe