ବାଣିଜ୍ୟ କୋଲ୍ ଇଣ୍ଡିଆର ୩% ଅଂଶଧନ ବିକ୍ରି ହେବ Advertisment June 01, 2023, 04:31 AM IST 01 Jun 2023 04:31 IST Sambad Digital Follow Us Business Standard ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜୁନ୍ ୧ରେ କୋଲ୍ ଇଣ୍ଡିଆର ୩ ପ୍ରତିଶତ ଅଂଶଧନକୁ ଅଫର ଫର୍ ସେଲ୍ ଜରିଆରେ ବିକ୍ରି କରିବେ। ପ୍ରଥମେ କଂପାନିର ୧.୫% ଅଂଶଧନକୁ ଉପସ୍ଥାପନ କରାଯିବ ଏବଂ ନିବେଶକମାନଙ୍କ ଆଗ୍ରହ ବଢ଼ିଲେ ଆଉ ୧.୫ ପ୍ରତିଶତ ଅଂଶଧନ ଉପଲବ୍ଧ କରିବ।