୩୯ଟି ଔଷଧ ଶସ୍ତା ହେଲା

Advertisment
ବିରଳ ରୋଗ ପାଇଁ ଆମଦାନି ଔଷଧ ଉପରୁ ଶୁଳ୍କ ଛାଡ଼

Image Courtesy of The Indian Express

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁଁ ଦେଶରେ ୩୯ଟି ଔଷଧର ଦାମ୍ ହ୍ରାସ ପାଇଛି। ଏହି ଔଷଧଗୁଡ଼ିକ କ୍ୟାନସର୍‌, ଡାଇବେଟିସ୍ ଓ ଟିବି ଆଦି ରୋଗରେ ପୀଡ଼ିତ ରୋଗୀମାନେ ବ୍ୟବହାର କରୁଛନ୍ତି। ଜୀବାଣୁ ନାଶକ ଏବଂ ଭୂତାଣୁ ନାଶକ ଔଷଧଗୁଡ଼ିକର ଦାମ୍ ମଧ୍ୟ ହ୍ରାସ ପାଇଛି। କୋଭିଡ୍‌ର ଚିକିତ୍ସା ଲାଗି ବ୍ୟବହାର ହେଉଥିବା ଔଷଧଗୁଡ଼ିକର ଦାମ୍‌କୁ ସରକାର କମ୍ କରିଛନ୍ତି। ଦାମ୍ ହ୍ରାସ ପାଇଥିବା ଔଷଧ ତାଲିକାରେ ଟେନେଲିଗ୍ଲିପ୍‌ଟିନ୍, ବେଡାକ୍ବିଲିନ୍, ଡେଲାମାନିଡ୍‌, ଆଇଭରମେକ୍‌ଟିଭ୍ ଭଳି ଔଷଧ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe