ଭାରତ ଶୀଘ୍ର ହେବ ୫ ଟ୍ରିଲିଅନ ଡଲାରର ଅର୍ଥନୀତି

Advertisment
ଭାରତ ଶୀଘ୍ର ହେବ ୫ ଟ୍ରିଲିଅନ ଡଲାରର ଅର୍ଥନୀତି

ସିଓଲ: ଖୁବଶୀଘ୍ର ଭାରତ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବ। ଭାରତୀୟ ଅର୍ଥନୀତିର ଭିତ୍ତିଭୂମି ସୁଦୃଢ଼ ଅଛି ଏବଂ ନିକଟ ଭବିଷ୍ୟତରେ ଭାରତ ଅର୍ଥନୀତିର ଆକାର ଦୁଇ ଗୁଣ ବୃଦ୍ଧି ପାଇଁ ୫ ଟ୍ରିଲିଅନ ଡଲାରରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଦୁଇ ଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଥିବା ଶ୍ରୀ ମୋଦୀ ଆଜି ଭାରତ ଦକ୍ଷିଣ କୋରିଆ ବିଜନେସ୍ ସମ୍ମିଳନୀରେ ଉଦବୋଧନ ଦେବା ଉପରେ ଏହି ମତ ରଖିଛନ୍ତି। ବିଶ୍ବର ଅନ୍ୟ କୌଣସି ଅର୍ଥନୀତି ବର୍ଷ ପରେ ବର୍ଷ ୭ ପ୍ରତିଶତରୁ ଅଧିକ ହାରରେ ଆଗକୁ ବଢ଼ୁନାହିଁ ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe