ଅଧିକ ସହରରେ ପହଞ୍ଚିଲା ୫ଜି ସେବା

ମୋବାଇଲ୍‌ ଗ୍ରାହକ ଲକ୍ଷେ ୪୬ ହଜାର ବଢ଼ିଲେ: ଦୁଇ କମ୍ପାନି ଗ୍ରାହକ ଯୋଡ଼ିଲେ, ଅନ୍ୟ ଦୁଇ ହରାଇଲେ

My Mobile India

ଭୁବନେଶ୍ବର: ଦୁଇ ଟେଲିକମ୍ କଂପାନି ‌ରିଲାଏନ୍ସ ଜିଓ ଓ ଏୟାରଟେଲ୍‌ ୫ଜି ସେବାକୁ ରାଜ୍ୟର ଅଧିକରୁ ଅଧିକ ସହରରେ ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ଏୟାରଟେଲ୍‌ର ୫ଜି ସେବା ୧୩ଟି ସହରରେ ପହଞ୍ଚିବା ବେଳେ ଏୟାରଟେଲ୍‌ ସେବା ମଧ୍ୟ ୧୩ଟି ସହରରେ ଉପଲବ୍ଧ ହୋଇଛି। ନିକଟରେ ଏୟାରଟେଲ୍ ପକ୍ଷରୁ ଭବାନିପାଟଣା, ଢେଙ୍କାନାଳ, ଝାରସୁଗୁଡ଼ା, ପାରାଦୀପ ଓ ବରଗଡ଼ରେ ୫ଜି ସେବା ଆରମ୍ଭ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe