୬୭୬ କୋଟିର ନିର୍ବାଚନୀ ବଣ୍ଡ୍‌ ବିକ୍ରି: ଷ୍ଟେଟ୍‌ ବ୍ୟାଙ୍କ

Advertisment
୫ ବର୍ଷରେ ଷ୍ଟେଟ୍‌ ବ୍ୟାଙ୍କ କର୍ମଚାରୀ ୨୫,୦୦୦ କମିଲା

news.dearbusinessman.com

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ନଭେମ୍ବର ୬ରୁ ୧୫ ତାରିଖ ମଧ୍ୟରେ ୬୭୬.୨୬ କୋଟି ଟଙ୍କାର ନିବାଚନୀ ବଣ୍ଡ୍‌ ବିକ୍ରି ହୋଇଛି ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରୁ ସୂଚନା ମିଳିଛି। ଷ୍ଟେଟ୍‌ ବ୍ୟାଙ୍କ ଏହି ସମୟରେ ୯୫୪ ନିର୍ବାଚନ ବଣ୍ଡ୍ ବିକ୍ରି କରିଥିଲା। ସେଥିରୁ ୬୬୬ଟି ବଣ୍ଡ୍‌ର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ଲେଖାଏଁ ଓ ୮୮ଟି ବଣ୍ଡ୍‌ର ମୂଲ୍ୟ ୧୦ ଲକ୍ଷରୁ ଅଧିକ ଲେଖାଏଁ ଥିଲା। ଚଳିତ ବର୍ଷ ଅକ୍ଟୋବର ୧ରୁ ୧୦ ଭିତରେ ୫୪୫.୨୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ ବିକ୍ରି ହୋଇଥିଲା। ତାହାର ସିଂହ ଭାଗ ବିଜେପିକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe