ସେନ୍‌ସେକ୍ସରେ ୭୭୬ ପଏଣ୍ଟ୍ ବୃଦ୍ଧି

Advertisment
ସେନ୍‌ସେକ୍ସ ୭୪,୦୦୦ ଟପିଲା

Image Courtesy of Zee News

ମୁମ୍ବାଇ: ଦୁଇ ଦିନ ହ୍ରାସ ପାଇବା ପରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସୂଚକାଙ୍କ ସେନ୍‌ସେକ୍ସ ଆଜି ୭୭୬ ପଏଣ୍ଟ୍ ବୃଦ୍ଧି ପାଇ ୫୭,୩୫୬ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନେ ୪.୧୧ ଲକ୍ଷ କୋଟି ଟଙ୍କାର ଲାଭ ପାଇଛନ୍ତି। ଆଜି କାରବାର ସମୟରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ପାୱାର ଗ୍ରିଡ୍, ଟାଇଟାନ୍, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ, ବଜାଜ ଫାଇନାନ୍ସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏଲ୍‌ଆଣ୍ଡ୍‌ଟି, ଏସ୍‌ବିଆଇ, ଏୟାରଟେଲ୍ ଓ ଏଚ୍‌ୟୁଏଲ୍‌ର ସେୟାର ମୂଲ୍ୟ ବଢ଼ିଛି। ଆକ୍ସିସ୍ ବ୍ୟାଙ୍କ, ଏସିଆନ୍ ପେଣ୍ଟ୍‌ସ, ମାରୁତି ଓ ଟିସିଏସ୍‌ର ସେୟାର ମୂଲ୍ୟ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe