ୟୁଟ୍ୟୁବ୍‌ରେ ସର୍ବାଧିକ ଆୟ କରୁଥିବା ୭ ବର୍ଷର ବାଳକ

Advertisment
ୟୁଟ୍ୟୁବ୍‌ରେ ସର୍ବାଧିକ ଆୟ କରୁଥିବା ୭ ବର୍ଷର ବାଳକ

ନୂଆଦିଲ୍ଲୀ,: ୟୁଟ୍ୟୁବ୍‌ ଜରିଆ‌େର ସର୍ବାଧିକ ଆୟ କରୁଥିବା ଲୋକମାନଙ୍କ ତାଲିକାରେ ରିୟାନ୍ ନାମକ ଜଣେ ସାତ ବର୍ଷର ବାଳକ ଶୀର୍ଷ ସ୍ଥ‌ାନରେ ରହିଛନ୍ତି। ଆମେରିକାର ଏହି ବାଳକ ୨୦୧୮ରେ ୨୨ ନିୟୁତ ଡଲାର ଆୟ କରି ଫୋର୍ବସ୍‌ର ସର୍ବାଧିକ ୟୁଟ୍ୟୁବ୍‌ ଆୟକାରୀ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ‘ରିୟାନ୍ ଟଏ ରିଭ୍ୟୁଜ୍’ ନାମରେ ତାଙ୍କର ଏକ ଚ୍ୟାନେଲ୍‌ ରହିିଛି। ସେଥିରେ ସେ ଖେଳନାଗୁଡ଼ିକର ସମୀକ୍ଷା ଭିଡିଓ ଅପ୍‌ଲୋଡ୍ କରୁଛନ୍ତି। ସେହି ଚ୍ୟାନେଲ୍‌ର ୧୭.୩ ନିୟୁତ ଫଲୋଅର୍‌ (ଅନୁସରଣକାରୀ) ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe