ବିଲିୟନେୟାର ତାଲିକାରେ ୯ ମହିଳା

ବିଲିୟନେୟାର ତାଲିକାରେ ୯ ମହିଳା

Business Standard

ନୂଆଦିଲ୍ଲୀ: ଫୋର୍ବସ ବିଲିୟନେୟାର ତାଲିକାରେ ୯ ଜଣ ଭାରତୀୟ ମହିଳା ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ସାବିତ୍ରୀ ଜିନ୍ଦଲ ଶୀର୍ଷରେ ଅଛନ୍ତି। ତାଙ୍କ ପଛକୁ ହାଭେଲ୍ସ ଇଣ୍ଡିଆର ବିନୋଦ ରାୟ ଗୁପ୍ତା (୬.୩ ବିଲିଅନ ଡଲାର) ରହିଛନ୍ତି। ବିନୋଦଙ୍କ ପଛକୁ ରାକେଶ ଝୁନଝୁନୱାଲାଙ୍କ ପତ୍ନୀ ରେଖା ଝୁନଝୁନୱାଲା( ୫.୯ ବିଲିଅନ), ନାଇକାର ପ୍ରତିଷ୍ଠାତା ଫାଲଗୁନି ନାୟାର (୪.୦୮ ବିଲିଅନ), ୟୁଏସଭି ପ୍ରାଇଭେଟ ଲିମିଟେଡର ଅଧ୍ୟକ୍ଷ ଲୀନା ତିୱାରୀ (୩.୭୪ ବିଲିଅନ), ବାଇଜୁସ୍‌ ସହ ପ୍ରତିଷ୍ଠାତା ଦିବ୍ୟା ଗୋକୁଲନାଥ (୩.୬ ବିଲିଅନ ଡଲାର), ଟାଫେର ସିଏମଡି ମଲ୍ଲିକା ଶ୍ରୀନିବାସନ (୩.୪ ବିଲିଅନ), ବାୟୋକନ ଲିମିଟେଡର ପ୍ରତିଷ୍ଠାତା କିରଣ ମଜୁମଦାର ସ, ଥର୍ମାକ୍ସର ଅନୁ ଆଗା (୨.୨୩ ବିଲିଅନ ଡଲାର) ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe