୫ଜି ‌ସ୍ପେକ୍ଟ୍ରମ ଦୌଡ଼ରେ ଆଦାନି

୫ଜି ‌ସ୍ପେକ୍ଟ୍ରମ ଦୌଡ଼ରେ ଆଦାନି

NDTV.com

ନୂଆଦିଲ୍ଲୀ: ଦେଶରେ ୫ ଜି ସ୍ପେକ୍ଟ୍ରମ ନିଲାମ ଦୌଡ଼ରେ ମୁକେଶ ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ସହିତ ଆଦାନି ଗ୍ରୁପ ରହିଛି। ଉଭୟ ମୁକେ ଅମ୍ବାନି ଓ ଗୌତମ ଆଦାନି ଗୁଜରାଟର ଉଦ୍ୟୋଗୀ। ସେମାନେ ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟବସାୟରେ ପ୍ରତିଯୋଗିତାରେ ସାମ୍ନାସାମ୍ନି ହୋଇନାହାନ୍ତି। ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ ପେଟ୍ରୋଲିୟମଠାରୁ, ଟେଲିକମ ଏବଂ ରିଟେଲ ଆଦି ବ୍ୟବସାୟରେ ସାମ୍ରାଜ୍ୟ ବିସ୍ତାର କରିଥିବାବେଳେ ଆଦାନି ଗ୍ରୁପ ବନ୍ଦର ଠାରୁ ଆରମ୍ଭ କରି ଶକ୍ତି ଏବଂ ବିମାନ ବନ୍ଦର ଆଦି ବ୍ୟବସାୟରେ କାୟା ବିସ୍ତାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe