ଆଦାନି ଏସିଆର ଦ୍ବିତୀୟ ବଡ଼ ଧନୀ

Advertisment
ଗାଡ଼ି ବଜାରକୁ ଆସିବ ଆଦାନି

Google Sites

ନୂଆଦିଲ୍ଲୀ: ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ଏସିଆର ଦ୍ବିତୀୟ ବଡ଼ ଧନୀ ମାନ୍ୟତା ହାସଲ କରିଛନ୍ତି। ଚୀନ୍‌ର ଝଙ୍ଗ୍‌ ସାନ୍‌ସାନ୍‌ଙ୍କୁ ସେ ପଦଚ୍ୟୁତ କରିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ଏସିଆର ସବୁଠୁ ଧନୀ ବ୍ୟକ୍ତି ଭାବେ ତାଲିକାର ଶୀର୍ଷ ସ୍ଥାନରେ ରହିଥିବା ବେଳେ ଆଦାନି ତାଙ୍କ ପଛରେ ଦ୍ବିତୀୟରେ ରହିଛନ୍ତି। ଆଦାନିଙ୍କ ମୋଟ ସମ୍ପତ୍ତି ୬୬୫୦ କୋଟି ଡଲାରରେ ପହଞ୍ଚିଛି। ୨୦୨୧ରେ ବର୍ତ୍ତମାନ ସୁଦ୍ଧା ତାଙ୍କ ସମ୍ପତ୍ତି ୩୨୦୦ କୋଟି ଡଲାର ବଢ଼ିସାରିଲାଣି। ଦ୍ରୁତ ଗତିରେ ସମ୍ପତ୍ତି ବଢ଼ାଇବାରେ ସେ ସାରା ବିଶ୍ବରେ ତୃତୀୟ ସ୍ଥାନରେ ରହିଛନ୍ତି। ବ୍ଲୁମ୍‌ବର୍ଗ ବିଲିଓନେୟାର ସୂଚୀରୁ ଏହା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe