ଆଉ ଏକ ସିମେଣ୍ଟ୍‌ କଂପାନି କିଣିବେ ଆଦାନି

ନିବେଶକଙ୍କ ମୁଣ୍ଡରେ ଚଡ଼କ, ହରାଇଲେ ୧୦ ଲକ୍ଷ କୋଟି, ସେୟାର ମୂଲ୍ୟରେ ୫୮% ହ୍ରାସ

fortuneindia.com

ନୂଆଦିଲ୍ଲୀ : ସିମେଣ୍ଟ୍‌ ଶିଳ୍ପରେ ଏବେ ମିଶ୍ରଣ ଓ ଅଧିଗ୍ରହଣ ଜୋରସୋରରେ ଚାଲିଛି। ଏସିସି ଓ ଅମ୍ବୁଜା ସିମେଣ୍ଟ୍‌କୁ କିଣିବା ପରେ ବିଶ୍ବର ଚତୁର୍ଥ ବଡ଼ ଧନୀ ତଥା ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ଆଉ ଏକ ସିମେଣ୍ଟ୍‌ କଂପାନି କିଣିବା ଉପରେ ନଜର ପକାଇଛନ୍ତି। ଜୟପ୍ରକାଶ ପାୱାର ଭେଞ୍ଚର୍ସର ସିମେଣ୍ଟ୍‌ କଂପାନିକୁ ୫୦୦୦ କୋଟି ଟଙ୍କାରେ କିଣିବାକୁ ସେ କଥାବାର୍ତା ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ, ଇଣ୍ଡିଆନ୍ ସିମେଣ୍ଟ୍‌ସର ମଧ୍ୟପ୍ରଦେଶରେ ଥିବା ଏକ କାରଖାନାକୁ ଜେଏସ୍‌ଡବ୍ଲୁ ସିମେଣ୍ଟ୍‌ କିଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe