ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ଚୀନ୍ଠାରୁ ଅଧିକ ହୋଇଯିବ। ଏଥି ସହିତ ଭାରତକୁ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ପୁଣି ମିଳିଯିବ ବୋଲି ଆକଳନ କରାଯାଇଛି। ସାଙ୍କ୍ଟମ୍ େଓ୍ଵଲଥ୍ ମ୍ୟାନେଜମେଣ୍ଟ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି। ୨୦୧୮ରେ ବିକଶିତ ରାଷ୍ଟ୍ରଗୁଡ଼ିକ ୨-୩% ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଭାରତର ଲକ୍ଷ୍ୟ ୭.୫% ରହିଛି।
ପୁଣି ଚୀନ୍କୁ ଟପିବ ଭାରତ
Advertisment
Follow Us