ମୁମ୍ବାଇ: ଗୋଟିଏ ପରେ ଗୋଟିଏ ପେମେଣ୍ଟ୍ ବ୍ୟାଙ୍କ ବିଫଳ ହେବାରେ ଲାଗିଛି। ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟ୍ ବ୍ୟାଙ୍କ ଏହାର କାରବାର ବନ୍ଦ କରିବାକୁ ଯାଉଛି। ବ୍ୟାବସାୟିକ ମଡେଲ୍ ଅର୍ଥନୈତିକ ଦୃଷ୍ଟିକୋଣରୁ ଲାଭଦାୟକ ହୋଇନଥିବାରୁ କଂପାନି ଏହାର କାରବାର ବନ୍ଦ କରିବ ବୋଲି ଚଳିତ ବର୍ଷ ଜୁଲାଇରେ ସୂଚନା ଦେଇଥିଲା। ଏହା ପୂର୍ବରୁ ଟେକ୍ ମହିନ୍ଦ୍ରା ଓ ଚୋଳମଣ୍ଡଳମ୍ ଇନଭେଷ୍ଟ୍ମେଣ୍ଟ୍ ଆଣ୍ଡ୍ ଫାଇନାନ୍ସ କଂପାନି ନିଜର କାରବାର ବନ୍ଦ କରିଦେଇଛନ୍ତି।
ପେମେଣ୍ଟ୍ ବ୍ୟାଙ୍କ ବିଫଳ, ବନ୍ଦ ହେବ ଆଉ ଏକ ପେମେଣ୍ଟ୍ ବ୍ୟାଙ୍କ
Advertisment
Follow Us