ଏୟାର ଏସିଆର ୫୦% ପର୍ଯ୍ୟନ୍ତ ରିହାତି ଅଫର

Advertisment
ଏୟାର ଏସିଆକୁ ଚିଠି ଲେଖିଲେ ସରକାର: ଅନ୍ତର୍ଜାତୀୟ ଉଡ଼ାଣ ଆଉ କେଉଁଠିକୁ କରିବ ଜଲ୍‌ଦି ଜଣାଅ

ଭୁବନେଶ୍ୱର: ଏୟାର ଏସିଆ ଇଣ୍ଡିଆ ପକ୍ଷରୁ ୫୦% ରିହାତି ଅଫର ଘୋଷଣା କରାଯାଇଛି। ଯାତ୍ରୀମାନେ ଏୟାର ଏସିଆ ବିମାନରେ ବୁକିଙ୍ଗ କଲେ ରିଟର୍ଣ୍ଣ ଟ୍ରିପ୍‌ରେ ତାଙ୍କୁ ୫୦% ପର୍ଯ୍ୟନ୍ତ ରିହାତି ମିଳିବ। ଜୁନ୍‌ ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ଅଫରର୍‌ ଲାଭ ଉଠାଇ ହେବ। ଏହି ଅବସରରେ ଟିକଟ୍‌ ବୁକିଙ୍ଗ କଲେ ଜୁନ୍‌ ୧୨ରୁ ନଭେମ୍ବର ୩୦ ଭିତରେ ଯାତ୍ରା କରିବାକୁ ପଡ଼ିବ। ଯାତ୍ରୀମାନେ କଂପାନିର ଆପ୍‌ ଓ େଓ୍ଵବସାଇଟ୍‌ରେ ଟିକଟ ବୁକିଙ୍ଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe