ରାଜ ଇଲେକ୍ଟ୍ରୋନିକ୍ସରେ ଏୟାର କଣ୍ଡିସନର୍‌ ମହାସେଲ୍‌ ଅଫର

Advertisment
ରାଜ ଇଲେକ୍ଟ୍ରୋନିକ୍ସରେ ଏୟାର କଣ୍ଡିସନର୍‌ ମହାସେଲ୍‌ ଅଫର

IndiaMART

ଭୁବନେଶ୍ବର: ରାଜ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଏସି ମହାସେଲ ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ କମ୍ ଡାଉନ୍‌ ପେମେଣ୍ଟ୍‌, ଶୂନ ପ୍ରତିଶତ ସୁଧ ଓ ସହଜ କିସ୍ତି ଭଳି ସୁବିଧା ଜରିଆରେ ଭୋଲ୍‌ଟାସ୍‌, ଏଲ୍‌ଜି, ବ୍ଲୁଷ୍ଟାର, କ୍ୟାରିୟର, ସାମସଙ୍ଗ୍‌, ହ୍ବିର୍ଲପୁଲ, ହାୟର, ପାନାସୋନିକ୍, ଗୋଦରେଜ୍, ହିଟାଚି, ଆଇଏଫ୍‌ବି ଓ ଲୟଡ୍‌ ଭଳି କଂପାନିର ଏସି କିଣିପାରିବେ।

ଏହି ଅବସରରେ ରାଜ ଇଲେକ୍ଟ୍ରୋନିକ୍ସର ତତ୍ତ୍ବାବଧାୟକ ପ୍ରକାଶ କୁମାର ବିଶ୍ବାଳ କହିଛନ୍ତି ଯେ ଏହି ହେଉଛି ଏକ ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀ। ୮-୧୦ ବର୍ଷର ଆବଶ୍ୟକତା ପୂରଣ କରିବା ଲାଗି ଗ୍ରାହକମାନେ ଏହାକୁ କିଣନ୍ତି। ଆଗକୁ ମୂଲ୍ୟ ବୃଦ୍ଧି ପାଇବା ପୂର୍ବରୁ ଗ୍ରାହକମାନେ ବର୍ତମାନ ମୂଲ୍ୟରେ ଏସି କିଣି ଖରା ଦିନ ତାତିରୁ ଆରାମ ପାଇପାରିବେ ବୋଲି ସେ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ରାଜ ଇଲେକ୍ଟ୍ରୋନିକ୍ସର ଶାଖା ରହିଛି। ଦରବୃଦ୍ଧିକୁ ଅପେକ୍ଷା ନକରି ଆଗୁଆ ନାମୀଦାମୀ ବ୍ରାଣ୍ଡ୍‌ର ଏସି କିଣିବାକୁ ଶ୍ରୀ ବିଶ୍ବାଳ ଗ୍ରାହକମାନଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe