ମନ୍ତ୍ରୀ ନଥିଲେ ଏୟାର ଇଣ୍ଡିଆର ନିଲାମ ନେଇଥାନ୍ତେ ଗୋୟଲ

Advertisment
ସୁରତରୁ ଭୁବନେଶ୍ୱର ଉଡ଼ିଲା ବିମାନ : ପ୍ରଥମ ଦିନରେ ଆସିଲେ ୮୧ ଯାତ୍ରୀ, ସପ୍ତାହକୁ ଦୁଇ ଦିନ ଯିବ, ଦୁଇ ଦିନ ଆସିବ

business-standard.com

ଡାଭୋସ: କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଏବଂ ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏବେ ବିଶ୍ବ ଅର୍ଥନୈତିକ ସମ୍ମିଳନରେ ଯୋଗଦେବା ପାଇଁ ଡାଭୋସ ଗସ୍ତରେ ଅଛନ୍ତି। ତେବେ ସେ ମନ୍ତ୍ରୀ ନଥିଲେ ଏୟାର ଇଣ୍ଡିଆର ନିଲାମରେ ଭାଗ ନେଇଥାନ୍ତେ ବୋଲି କହିଛନ୍ତି। ଭାରତରେ ଏୟାର ଇଣ୍ଡିଆ ସମେତ ଅନ୍ୟ ସରକାରୀ କମ୍ପାନିରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ହେଉଥିବା ଯୋଜନା ସମ୍ପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ଗୋୟଲ ଏହା କହିଛନ୍ତି। ଏବେ ଖରାପ ଆର୍ଥିକ ସ୍ଥିତିରେ ଥିବା ଏୟାର ଇଣ୍ଡିଆ ସୁନା ଖଣି ଠାରୁ କିଛି କମ୍ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe