ଭୁବନେଶ୍ବର,: ଭାରତୀ ଏୟାରଟେଲ ଓ ଏନଡିଟିଭି ଭାରତରେ ପ୍ରଥମ କରି ଲାଇଭ ଚାନେଲ ‘ଏନ୍ଡିଟିଭି ହପ୍’ର ଶୁଭାରମ୍ଭ ଘୋଷଣା କରିଛନ୍ତି। ଏୟାରଟେଲର ଟିଭି ବ୍ୟବହାରକାରୀମାନେ ସେମାନଙ୍କ ସ୍ମାର୍ଟଫୋନ୍ରେ ଏହି ସୁବିଧା ପାଇପାରିବେ। ଏନଡିଟିଭି ହପ୍ ବ୍ୟବହାରକାରୀଙ୍କୁ ସଦ୍ୟତମ ଖବର, ବଲିଉଡ, ଅଟୋ, ପ୍ରଯୁକ୍ତି, ପପ୍-ସଂସ୍କୃତି, ଫ୍ୟାସନା ଇତ୍ୟାଦିକୁ ଶୀଘ୍ର ପରିଚାଳନା କରିବାରେ ସାହାଯ୍ୟ କରିବ। ଉଭୟ ଆଇଓଏସ ଓ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ http://hop.liveକୁ ବ୍ୟବହାରକାରୀମାନେ ଯାଇ ଏହି ଆପ୍କୁ ଡାଉନଲୋଡ କରିପାରିବେ
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us