ଏୟାରଟେଲ୍‌, ଗୁଗୁଲ୍‌ ଆଣିବେ ସୁଲଭ ୪ଜି ସ୍ମାର୍ଟଫୋନ୍‌

Advertisment
ଏୟାରଟେଲ୍‌, ଗୁଗୁଲ୍‌ ଆଣିବେ ସୁଲଭ ୪ଜି ସ୍ମାର୍ଟଫୋନ୍‌

ଭୁବନେଶ୍ୱର: ଏୟାରଟେଲ୍‌ ଏବଂ ଗୁଗୁଲ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍‌ ଆଣିବା ପାଇଁ ପରଷ୍ପର ସହିତ ସହବନ୍ଧନ ସ୍ଥାପନ କରିଛନ୍ତି। ଆଣ୍ଡ୍ରଏଡ୍‌ ଗୋକୁ ବ୍ୟବହାର କରି ଏୟାରଟେଲ୍‌ ସ୍ମାର୍ଟଫୋନ୍‌ ଆଣିବ। ଆଣ୍ଡ୍ରଏଡ୍‌ ଗୋ ୧ ଜିବି ରାମ୍‌ଠାରୁ କମ୍‌। ତେଣୁ ଏହାକୁ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍‌ରେ ସହଜରେ ବ୍ୟବହାର କରାଯାଇପାରିବ। ମାର୍ଚରେ ଏୟାରଟେଲ୍‌ ଏହାର ସୁଲଭ ସ୍ମାର୍ଟଫୋନ୍‌ ଆଣିବାକୁ ଯୋଜନା ରଖିଛି। ଗୁଗୁଲ୍‌ ସହିତ ସହଭାଗିତା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଏୟାରଟେଲ୍‌ର ମୁଖ୍ୟ ବ୍ୟବସାୟ ଅଧିକାରୀ ବାଣୀ ଭେଙ୍କଟେଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe