ଏୟାରଟେଲ୍‌କୁ ସର୍ବଶ୍ରେଷ୍ଠ ମୋବାଇଲ୍‌ ନେଟ୍‌ୱର୍କ ମାନ୍ୟତା

ଆପଣ ଏୟାରଟେଲ ସିମ ବ୍ୟବହାର କରୁଛନ୍ତି କି? ବନ୍ଦ ହୋଇଗଲା ଏହି ଶସ୍ତା ଓ ଲୋକପ୍ରିୟ ପ୍ଲାନ

TelecomTalk

ଭୁବନେଶ୍ବର: ମୋବାଇଲ୍ ଆନାଲିଟିକ୍ସ ଓ ଇନ୍‌ସାଇଟ୍‌ କଂପାନି ଓପୋନ୍‌ସିଗ୍‌ନାଲ୍‌ ପକ୍ଷରୁ ଏୟାରଟେଲ୍‌କୁ ଓଡ଼ିଶାର ସର୍ବଶ୍ରେଷ୍ଠ ମୋବାଇଲ୍ ନେଟ୍‌ୱର୍କ ମାନ୍ୟତା ପ୍ରଦାନ କରାଯାଇଛି। ଭିଡିଓ, ଗେମ୍‌, ଭଏସ୍ ଆପ୍‌ ଓ ଡାଉନ୍‌ଲୋଡ୍ ସ୍ପିଡ୍‌ ଅନୁଭୂତି ଦୃଷ୍ଟିରୁ ଏୟାରଟେଲ୍‌କୁ ଏହି ମାନ୍ୟତା ଦିଆଯାଇଛି। ଏ ସମ୍ପର୍କରେ କଂପାନିର ସିଓଓ (ଓଡ଼ିଶା) ସୌମେନ୍ଦ୍ର ସାହୁ କହିଛନ୍ତି ଯେ ଓଡ଼ିଶାରେ ଏୟାରଟେଲ୍ ଏହାର ଗୁଣବତ୍ତା ପାଇଁ ଆଉ ଏକ ସ୍ବୀକୃତି ହାସଲ କରିଥିବାରୁ ଆମେ ବେଶ ଆନନ୍ଦିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe