ନୂଆଦିଲ୍ଲୀ: ସୁଲଭ ମୂଲ୍ୟର ୪ଜି ସ୍ମାର୍ଟଫୋନ୍ ଆଣିବା ପାଇଁ ହ୍ୟାଣ୍ଡ୍ସେଟ୍ ନିର୍ମାତା ସେଲ୍କନ୍ ସହିତ ହାତ ମିଳାଇଛି ଏୟାରଟେଲ୍। ଏହା ଏକ ଆଣ୍ଡ୍ରଏଡ୍ ଫୋନ୍ ହେବ। ଏହାର ମୂଲ୍ୟ ୧୩୪୯ ଟଙ୍କା ରହିବ। ଏହି ଫୋନ୍ ସହିତ ଏୟାରଟେଲ୍ର ୧୬୯ ଟଙ୍କିଆ ପ୍ଲାନ୍ ମିଳିବ ଯେଉଁଥିରେ ଗ୍ରାହକମାନେ ୨୮ ଦିନ ପର୍ଯ୍ୟନ୍ତ ଅସିମିତ କଲ୍ କରିପାରିବେ ଏବଂ ଦିନକୁ ୫୦୦ ଏମ୍ବି ଡାଟା ପାଇବେ। ଏହି ଡୁଆଲ୍ ସିମ୍ ସ୍ମାର୍ଟଫୋନ୍ରେ ୪ ଇଞ୍ଚର ସ୍କ୍ରିନ୍ ରହିବ।
ଏୟାରଟେଲ୍ ଆଣିବ ୧୩୪୯ ଟଙ୍କିଆ ୪ଜି ଫୋନ୍
Advertisment
Follow Us