News Nation
ନୂଆଦିଲ୍ଲୀ : ଏୟାରଟେଲ୍ ପକ୍ଷରୁ ଅସୀମିତ ବ୍ରଡ୍ବ୍ୟାଣ୍ଡ୍ ପ୍ଲାନ୍ ଘୋଷଣା କରାଯାଇଛି। ମାସିକ ୪୯୯ ଟଙ୍କାରୁ କଂପାନିର ପ୍ଲାନ୍ ଆରମ୍ଭ ହୋଇଛି। ଗ୍ରାହକମାନେ ଅସୀମିତ ପ୍ଲାନ୍ରେ ଏଚ୍ଡି ସେଟ୍ ଟପ୍ ବକ୍ସ, ଓଟିପି ଆପ୍ର ସବ୍ସ୍କ୍ରିପ୍ସନ୍ ଭଳି ସୁବିଧା ମିଳିବ। ରିଲାଏନ୍ସ ଜିଓ ବ୍ରଡ୍ବ୍ୟାଣ୍ଡ୍ ପ୍ଲାନ୍ ଘୋଷଣା କରିବାର କିିଛି ଦିନ ପରେ ଏୟାରଟେଲ୍ ଏହି ନୂଆ ପ୍ଲାନ୍ ଘୋଷଣା କରିଛି।
Follow Us