Hindustan Times
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ବାରା ବିଶ୍ବବ୍ୟାଙ୍କ ସଭାପତି ପଦ ପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀ ଅଜୟ ବାଙ୍ଗା କରୋନା ସଂକ୍ରମିତ ହୋଇଛନ୍ତି। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀ ବାଙ୍ଗା କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କର ସହିତ ତାଙ୍କର ସାକ୍ଷାତ ଆଲୋଚନାକୁ ବାତିଲ କରି ଦିଆଯାଇଛି। ସେ ବର୍ତ୍ତମାନ ସଂଗରୋଧରେ ଅଛନ୍ତି। ସେ ଲକ୍ଷଣବିହୀନ ଥିଲେ ମଧ୍ୟ ନିୟମ ଅନୁଯାୟୀ ସେ ଏକାନ୍ତବାସରେ ରହିଛନ୍ତି।
Follow Us