ପୁଣେ: ନିବେଶକ ରାକେଶ ଝୁନଝୁନୱାଲାଙ୍କ ଦ୍ବାରା ପ୍ରତିଷ୍ଠିତ ଆକାଶ ଏୟାରର ପ୍ରଥମ ବିମାନର ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ପୋର୍ଟଲାଣ୍ଡରେ ବୋଇଂର ଉତ୍ପାଦନ କେନ୍ଦ୍ରରେ ଏହାର ନିର୍ମାଣ ଶେଷ ହୋଇଛି। ଆକାଶ ଏୟାରକୁ ଉକ୍ତ ବିମାନ ହସ୍ତାନ୍ତର କରାଯିବ। କମ୍ପାନି ଜୁନ ମଧ୍ୟଭାଗ ସୁଦ୍ଧା ଏହାର ପ୍ରଥମ ବିମାନ ହାସଲ କରିବ ଏବଂ ଜୁଲାଇରୁ ବାଣିଜ୍ୟିକ ଉଡ଼ାଣ ଆରମ୍ଭ କରିବ। ଦେଶରେ ୨୦୨୩ ମାର୍ଚ୍ଚ ସୁଦ୍ଧା କମ୍ପାନି ୧୮ଟି ବିମାନର ଉଡ଼ାଣ ଲକ୍ଷ୍ୟ ରଖିଛି।
ଜୁଲାଇରୁ ‘ଆକାଶ ଏୟାର’ର ଉଡ଼ାଣ
Advertisment
Follow Us