ଜୁଲାଇରୁ ‘ଆକାଶ’ର ଉଡ଼ାଣ!

Advertisment
ଜୁଲାଇରୁ ‘ଆକାଶ’ର ଉଡ଼ାଣ!

TV9 Bharatvarsh

ନୂଆଦିଲ୍ଲୀ: ଆସନ୍ତା ମାସ ଶେଷ ସୁଦ୍ଧା ଆକାଶ ଏୟାରର ପ୍ରଥମ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ ହୋଇପାରେ। କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିନୟ ଦୁବେ ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହ ପ୍ରାରମ୍ଭରେ ଡିଜିସିଏ ସହିତ ବିମାନ ଉଡ଼ାଣର ସଂଚାଳନ କମ୍ପାନି କରିବ। ଦୁବେଙ୍କ କହିବାନୁଯାୟୀ, ଏୟାର ଅପରେଟର ପ୍ରମାଣପତ୍ର ନେବା ବ୍ୟତୀତ କମ୍ପାନି ଏୟାରପୋର୍ଟରେ ସ୍ଲଟ ପାଇଁ ଆବେଦନ କରିବ। ଏଥିସହିତ ଦୁଇରୁ ତିନି ସପ୍ତାହ ଭିତରେ କମ୍ପାନିର ଟିକଟ ବିକ୍ରି ଆରମ୍ଭ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe