‘ଭାରତ ଯୋଡ଼ ଯାତ୍ରା’ କେଉଁ ସହରରୁ ଆରମ୍ଭ ହୋଇଛି? ଏଭଳି ୫ ପ୍ରଶ୍ନର ଉତ୍ତର‌ ଦେଇ ଜିତନ୍ତୁ...

‘ଭାରତ ଯୋଡ଼ ଯାତ୍ରା’ କେଉଁ ସହରରୁ ଆରମ୍ଭ ହୋଇଛି? ଏଭଳି ୫ ପ୍ରଶ୍ନର ଉତ୍ତର‌ ଦେଇ ଜିତନ୍ତୁ...

www.livemint.com

ମୁମ୍ବାଇ: ଇ-କମର୍ସ  ସାଇଟ୍‌ ଆମାଜନ୍‌ ତା’ର ଗ୍ରାହକମାନଙ୍କୁ ବାନ୍ଧି ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛି। ଏପରିକି ଆମାଜନ୍‌ ତା’ର ଗ୍ରାହକମାନଙ୍କୁ ପୁରସ୍କାର ଜିତିବା ପାଇଁ ରୀତିମତ ଭାବେ ସୁଯୋଗ ପ୍ରଦାନ କରୁଛି। ଆଜି  ଆମାଜନ୍‌ରେ ଭାଗ ନେଇ ପ୍ରଶ୍ନର ଉତ୍ତର ଦେଇଥିବା ବିଜେତାଙ୍କର ପୁରସ୍କାର ରାଶି ରହିଛି ୫୦୦ ଟଙ୍କା। ଯାହାକୁ ବ୍ୟବହାରକାରୀଙ୍କୁ ଆମାଜନ୍‌ ପେ ବାଲାନ୍ସରେ ମିଳିବ।

ଆଜିର ପ୍ରଶ୍ନଗୁଡ଼ିକ ହେଉଛି:

୧. ୧୯୭୩ ମସିହା ପରଠାରୁ ଏଟିପି ରାଙ୍କିଂରେ ସର୍ବକନିଷ୍ଠ ସଦସ୍ୟ ଭାବେ ନେତୃତ୍ବ ନେଇଥିବା ୧୯ ବର୍ଷୀୟ ଯୁବକ କିଏ?

ଉତ୍ତର: କା‌ର୍ଲୋସ ଅଲ୍‌କାରାଜ୍‌

୨. ‘କଂଗ୍ରେସର ଭାରତ ଯୋଡ଼ ଯାତ୍ରା’ କେଉଁ ରାଜ୍ୟରୁ ଆରମ୍ଭ ହୋଇଛି?

ଉତ୍ତର: ତାମିଲନାଡୁ

୩. ‘ମିଡ୍‌ ନାଇଟ୍‌ ଇଜ୍‌ ଦ ଅପକମିଂ ଟେନ୍‌ଥ ଷ୍ଟୁଡିଓ ଆଲ୍‌ବମ୍‌’ କେଉଁ କଣ୍ଠଶିଳ୍ପୀ ଓ ଗୀତିକାରଙ୍କର?

ଉତ୍ତର: ଟେଲର୍‌ ସ୍ବିଫ୍‌ଟ

୪. ଏହି ପ୍ରାଣୀ ଭିତରୁ ପଶୁ ଉତ୍ପାଦନ ପାଇଁ ସବୁଠାରୁ ଭଲ ପ୍ରଜାତି କେଉଁଟି?

ଉତ୍ତର: ଅଙ୍ଗୋରା

୫. କେଉଁ ଭାଷାରୁ ଏହି ପଶୁର ଇଂରାଜୀ ନାମ ସୃଷ୍ଟି ହୋଇଛି?

ଉତ୍ତର: ଫ୍ରେଞ୍ଚ୍‌।

ଏହି ପ୍ରତିଯୋଗିତା ଆମାଜନ୍‌ର ମୋବାଇଲ୍‌ ଆପ୍‌ରେ ଉପଲବ୍ଧ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆମାଜନ୍‌ର ଏହି ଡେଲି କ୍ବିଜ୍‌ ସକାଳ ୮ଟାରୁ ରାତି ୧୨ଟା ମଧ୍ୟରେ ହୋଇଥାଏ।

ଇ-କମର୍ସ ସାଇଟ୍‌ ଆମାଜନ୍‌ରେ ପ୍ରତିଦିନ କୁଇଜ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ପ୍ରତି କୁଇଜ୍‌ ପ୍ରତିଯୋଗିତାର ପୁରସ୍କାର ରାଶି ଭିନ୍ନ ହୋଇଥାଏ। ଏହି ପ୍ରତିଯୋଗିତାରେ ୫ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥାଏ। ଯେଉଁମାନେ ଠିକ୍‌ ଉତ୍ତର ଦେଇଥାନ୍ତି ସେମାନଙ୍କୁ ନେଇ ଏକ ଲକି ଡ୍ର ପ୍ରତିଯୋଗିତା କରାଯାଏ। ଲକି ଡ୍ର ମାଧ୍ୟମରେ ବିଜେତା ଚୟନ କରାଯାଏ। ଆଜିର ବିଜେତାଙ୍କ ନାମ ଆସନ୍ତାକାଲି ଘୋଷଣା କରାଯିବ।

କୁଇଜ୍‌ ଖେଳିବା ପାଇଁ ଆପଣଙ୍କ ଫୋନ୍‌ରେ ଆମାଜନ୍‌ ଆପ୍‌ ଥିବା ଜରୁରୀ। ଆମାଜନ୍‌ ଆପ୍‌ରେ ଆପଣଙ୍କୁ ‌ଫନ୍‌ ସେକ୍ସନକୁ ଯିବାକୁ ହେବ। ଏହାକୁ ଆପଣ ସର୍ଚ ବାର୍‌ରେ ବି ସର୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ କୁଇଜ୍‌ ‌ସେକ୍ସନକୁ ଖୋଲିବାକୁ ପଡ଼ିବ।

ତା’ପରେ ଆପଣ କୁଇଜ୍‌ ଖେଳିପାରିବେ। ଏହି ପ୍ରତିଯୋଗିତାର ଯଦି ଆପଣ ବିଜୟୀ ହେଉଛନ୍ତି ତେବେ ଆପଣଙ୍କୁ ପୁରସ୍କାର ରାଶି ଆମାଜନ୍‌ ପେ ବାଲାନ୍ସରେ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe