ଆମାଜନ୍‌ ମୁଖ୍ୟ ୧୫୦ ବିଲିଅନ୍‌ ଡଲାରର ମାଲିକ

Advertisment
ଆମାଜନ୍‌ ମୁଖ୍ୟ ୧୫୦ ବିଲିଅନ୍‌ ଡଲାରର ମାଲିକ

ନୂଆଦିଲ୍ଲୀ: ଆମାଜନ୍‌ର ମୁଖ୍ୟ ଜେଫ୍‌ ବେଜୋସ୍‌ ୧୫୦ ବିଲିଅନ୍‌ ଡଲାର ସମ୍ପତ୍ତିର ମାଲିକ। ସେ ହେଉଛନ୍ତି ଦୁନିଆର ଏକମାତ୍ର ବ୍ୟକ୍ତି ଯାହାଙ୍କ ପାଖରେ ଏତେ ପରିମାଣର ସମ୍ପତ୍ତି ରହିଛି। ତାଙ୍କ ପଛକୁ ରହିଛନ୍ତି ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍‌ ଗେଟସ୍‌। ଗେଟସ୍‌ଙ୍କଠାରୁ ବେଜୋସ୍‌ଙ୍କ ସମ୍ପତ୍ତି ପରିମାଣ ୫୫ ବିଲିଅନ୍‌ ଡଲାର ଅଧିକ ରହିଛି। ଚଳିତ ବର୍ଷ ବେଜୋସ୍‌ଙ୍କ ସମ୍ପତ୍ତି ପରିମାଣ ୫୨ ବିଲିଅନ୍‌ ଡଲାର ବଢ଼ିଛି ଯାହା ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe