ଡେଲିଭରି ଷ୍ଟେସନ୍ ସଂଖ୍ୟା ବଢ଼ାଇଲା ଆମାଜନ୍

Advertisment
ଆପରେ ମରାଠୀ ଭାଷା ସାମିଲ କରିବାକୁ ଦାବି କରି ଆମାଜନ ଅଫିସରେ ଭଙ୍ଗାରୁଜା କଲେ ଏମଏନଏସ କର୍ମୀ

Zee News

ବାଙ୍ଗାଲୋର: ଆମାଜନ୍ ପକ୍ଷରୁ ଡେଲିଭରି ଷ୍ଟେସନ୍‌ ସଂଖ୍ୟା ବୃଦ୍ଧି କରାଯାଇଛି। ଉତ୍ସବ ଚାହିଦା ପୂରଣ କରିବା ଲାଗି କଂପାନି ୨୦୦ ନୂଆ ଡେଲିଭରି ଷ୍ଟେସନ ଯୋଡ଼ିଛି। ଡେଲିଭରିକୁ ସୁଦୃଢ଼ କରିବା ଲାଗି ଆଇ ହାଭ୍ ସ୍ପେସ୍ ଅଭିଯାନ ଅଧୀନରେ କଂପାନି ୩୫୦ ସହରର ୨୮,୦୦୦ରୁ ଅଧିକ କିରାନା ଦୋକାନକୁ ଯୋଡ଼ିଛି। ଆମାଜନ୍ ଫ୍ଲେକ୍ସ କାର୍ଯ୍ୟକ୍ରମକୁ ମଧ୍ୟ କଂପାନି ୬୫ଟି ସହରକୁ ସମ୍ପ୍ରସାରିତ କରିଛି। ଏହି କାର୍ଯ୍ୟକ୍ରମ ଜରିଆରେ ଆମାଜନ ପ୍ୟାକେଜ୍ ଡେଲିଭରି ଦେଇ ଘଣ୍ଟାକୁ ୧୨୦-୧୪୦ ଟଙ୍କା ଆୟ କରିହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe