ବାଣିଜ୍ୟ ଆମାଜନ୍ର ପ୍ରାଇମ୍ ଡେ’ ଆରମ୍ଭ 16 Jul 2019 02:36 IST Sambad Digital Follow Us Comic Book ଭୁବନେଶ୍ବର: ପ୍ରାଇମ୍ ସଦସ୍ୟଙ୍କ ପାଇଁ ଆମାଜନ୍ ପକ୍ଷରୁ ପ୍ରାଇମ୍ ଡେ’ ଆଜି ଠାରୁ ଆରମ୍ଭ ହୋଇଛି। ଏହି ଦୁଇ ଦିନିଆ ଉତ୍ସବ ସମୟରେ ଗ୍ରାହକମାନେ ୧୦୦୦ରୁ ଅଧିକ ନୂଆ ଉତ୍ପାଦ ଉପରେ ଆକର୍ଷଣୀୟ ଡିଲ୍ ପାଇପାରିବେ।