ଭୁବନେଶ୍ୱର: ଆମ୍େଓ୍ଵ ଇଣ୍ଡିଆ ପକ୍ଷରୁ ଏହାର ଜିଆଣ୍ଡଏଚ୍ ବ୍ରାଣ୍ଡ୍ ଅଧୀନରେ ନୂତନ ରୂପରେ ବଡି କେୟାର ସମ୍ଭାରକୁ ଉନ୍ମୋଚନ କରାଯାଇଛି। ସମଗ୍ର ପରିବାର ପାଇଁ ପ୍ରସ୍ତୁତ ହୋଇଥିବା ଏହି ଉତ୍ପାଦ ବର୍ଗରେ ରହିଛି ଜିଆଣ୍ଡଏଚ୍ ନରିସ୍+ ବଡି ଲୋସନ୍ ଏବଂ ଜିଆଣ୍ଡଏଚ୍ ରିଫ୍ରେସ୍+ ବଡି ଓ୍ଵାସ୍ ଜେଲ୍। ପ୍ରତିଟି ଉତ୍ପାଦର ମୂଲ୍ୟ ୨୫୦ ଏମ୍ଏଲ୍କୁ ୪୪୦ ଟଙ୍କା ରହିଛି। ଉଭୟ ଉତ୍ପାଦ ଚର୍ମ ଏବଂ ଆଲର୍ଜି ପରୀକ୍ଷଣ ହୋଇଛି। ଭିଟାମିନ୍ ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଉଦ୍ଭିଦ ଉପାଦାନରେ ସମୃଦ୍ଧ ଏହି ବର୍ଗ ଆକର୍ଷଣୀୟ ପ୍ୟାକେଜିଂ ଏବଂ ପରିବେଶ ସମ୍ବେଦନଶୀଳ ଡିଜାଇନ୍ ଏବଂ ଉତମ ସୁଗନ୍ଧ ସହିତ ଉପଲବ୍ଧ ହେଉଛି। ଜିଆଣ୍ଡଏଚ୍ ବଡି କେୟାର ବର୍ଗ ସଲ୍ଫେଟ୍ ମୁକ୍ତ ବୋଲି କଂପାନିର ବିଉଟି ଏବଂ ପର୍ସନାଲ୍ କେୟାର କାଟେଗୋରି ମୁଖ୍ୟ ଅନିଷା ଶର୍ମା କହିଛନ୍ତି।
ଆମେ୍ଓ୍ଵର ନୂଆ ବଡି କେୟାର ଉତ୍ପାଦ
Advertisment
Follow Us