ଭୁବନେଶ୍ୱର: ସ୍ଥାନୀୟ ଜନତା ମଇଦାନଠାରେ ଅନୁଷ୍ଠିତ ମୁଦ୍ରା ପ୍ରୋତ୍ସାହନ ଅଭିଯାନରେ ଆନ୍ଧ୍ର ବ୍ୟାଙ୍କ ପକ୍ଷରୁ ଏକ ଷ୍ଟଲ୍ ସ୍ଥାପନ କରାଯାଇଥିଲା। ଏଥିରେ ମୁଦ୍ରା ଋଣ ସମ୍ପର୍କିତ ସୂଚନା ଜନସାଧାରଣଙ୍କୁ ପ୍ରଦାନ କରାଯାଇଥିଲା। ଏହି ଷ୍ଟଲରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ ପ୍ରବନ୍ଧକ ଭି. ରାମକ୍ରିଷ୍ଣଙ୍କ ସମେତ ବ୍ୟାଙ୍କର ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।
ମୁଦ୍ରା ପ୍ରୋତ୍ସାହନ ଅଭିଯାନରେ ଆନ୍ଧ୍ର ବ୍ୟାଙ୍କ ଷ୍ଟଲ୍
Advertisment
Follow Us