ଆଲେନ୍‌କୁ ଅସାଧାରଣ ବ୍ରାଣ୍ଡ୍‌ ସମ୍ମାନ

Advertisment
ଆଲେନ୍‌କୁ ଅସାଧାରଣ ବ୍ରାଣ୍ଡ୍‌ ସମ୍ମାନ

ମୁମ୍ବାଇ: ମୁମ୍ବାଇଠାରେ ଅନୁଷ୍ଠିତ ବ୍ରାଣ୍ଡ୍‌ ଭିଜନ୍‌ ସମ୍ମିଳନୀ ୨୦୧୭-୧୮ରେ ଆଲେନ୍‌ କ୍ୟାରିଅର୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ‘ଦି ଏକ୍ସଟ୍ରାଅର୍ଡିନାର୍‌-ବ୍ରାଣ୍ଡ୍‌’ ବା ଅସାଧାରଣ ବ୍ରାଣ୍ଡ୍‌ ପୁରସ୍କାର ପ୍ରଦାନ କରାଯାଇଛି। ଆଇଟିସି ମରହଟ୍ଟା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନେକ୍ସ ବ୍ରାଣ୍ଡ୍‌ସ ପକ୍ଷରୁ ଏହି ପୁରସ୍କାର ପ୍ରଦାନ ଉତ୍ସବର ଆୟୋଜନ କରାଯାଇଥିଲା। ସେହିଭଳି ଆଲେନ୍‌ କ୍ୟାରିଅର୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦେଶକ ବ୍ରଜେଶ ମାହେଶ୍ୱରୀ ‘ଦି ଏକ୍ସଟ୍ରାଅର୍ଡିନେୟାର-ପାଓ୍ଵାରଫୁଲ୍‌ ଏଡୁପ୍ରେନିୟୋର୍‌’ ବା ଅସାଧାରଣ ପ୍ରଭାବଶାଳୀ ଶିକ୍ଷାଉଦ୍ୟୋଗୀ ସମ୍ମାନ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe