ଭୁବନେଶ୍ବର: ଅରୁନ୍ଧତୀ ଜୁଏଲର୍ସରେ ବିବାହ ଗହଣା ସମ୍ଭାର ‘ସଗୁନ’ ଓ ୱେଡିଂ କାର୍ନିଭାଲ୍ ଅଫରକୁ ସଂସ୍ଥାର ବ୍ରାଣ୍ଡ୍ ଆମ୍ବାସାଡର ଅର୍ଚ୍ଚିତା ଓ ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେର ଉନ୍ମୋଚନ କରିଛନ୍ତି। ୱେଡିଂ କାର୍ନିଭାଲ୍ ଅଫରରେ ଗ୍ରାହକମାନେ ସୁନା ଗହଣାର ଗଢ଼ା ମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତି ପାଇବା ସହିତ ୨୫ ଗ୍ରାମରେ ଭିଆଇପି ଲଗେଜ୍ ପାଇପାରିବେ। ବିବାହ ପାଇଁ ଗହଣା କିଣିଲେ ମାଗଣା ରିସୋର୍ଟ ହଲିଡେ ପ୍ୟାକେଜ୍ ଓ ବ୍ରାଇଡାଲ୍ ମେକ୍ ଅପ୍ କରାଇବାର ସୁଯୋଗ ପାଇବେ। ଏହି ଅବସରରେ ଲକି ଡ୍ର’ ମାଧ୍ୟମରେ ଲଣ୍ଡନ ଭ୍ରମଣ ବିଜେତା ଭାବେ ଶୁଭ୍ରାଂଶୁ ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି।
ୱେଡିଂ କାର୍ନିଭାଲ୍ ପାଇଁ ଅରୁନ୍ଧତୀ ଜୁଏଲର୍ସରେ ‘ସଗୁନ’ ଗହଣା ସମ୍ଭାର
Advertisment
Follow Us