ଭୁବନେଶ୍ୱର: ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ବ୍ଲେସଡ୍ ଅକ୍ଷୟ ତୃତୀୟା ଅଫର ବିଷୟରେ ଘୋଷଣା କରାଯାଇଛି। ଏହି ଅଫରରେ ଗ୍ରାହକମାନେ ଅନେକ ସୁବିଧା ପାଇବେ। ଗହଣାର ଗଢ଼ା ମଜୁରି ଉପରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ୧୫ ଗ୍ରାମରୁ ଅଧିକ ପରିମାଣର ହଲମାର୍କ ସୁନା ଗହଣା କିଣାକିଣି କଲେ ୨୪ କ୍ୟାରେଟ୍ର ସୁନା କଏନ୍ ମାଗଣାରେ ମିଳିବ। ସେହିପରି ୧୫ ହଜାର ଟଙ୍କାର ହୀରା ଗହଣା କିଣାକିଣି ଉପରେ ଏକ ସୁନା କଏନ୍ ମାଗଣାରେ ମିଳିବ। ପ୍ରତି ରୁପା ଗହଣା ଉପରେ ୧୦% ରୁପା ଗହଣା ମାଗଣାରେ ମିଳିବ। ପ୍ରତି ରୁପା ବାସନର ଗଢ଼ା ମୂଲ୍ୟ ଉପରେ ୩୦% ରିହାତି ମିଳିବ। ରୁପାର ଏମ୍ଆର୍ପି ଓ ବ୍ରାଣ୍ଡେଡ୍ ଅଳଙ୍କାର ଉପରେ ୧୦% ରିହାତି ମିଳିବ। ଏହି ଅଫର ଚଳିତ ମାସ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us