ଭୁବନେଶ୍ୱର,: ଆଶୀର୍ବାଦ ଅଟା ବିରୋଧରେ ସୋସିଆଲ୍ ମିଡିଆରେ ହୋଇଥିବା ଅପ୍ରଚାର ଉପରେ ରୋକ ଲଗାଇବାକୁ କୋଲକାତାର ଏକ ଅଦାଲତ ଇଣ୍ଟରନେଟ୍ କଂପାନିଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ଅଏହି ପରିପ୍ରେକ୍ଷୀରେ କଂପାନି କହିଛି ଯେ ଆଶୀର୍ବାଦ ଅଟା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହାର ଗୁଣାତ୍ମକ ମାନକୁ କଂପାନି ବଜାୟ ରହିଛି`
‘ଆଶୀର୍ବାଦ ଅଟାର ଗୁଣାତ୍ମକ ମାନ ବଜାୟ ରହିଛି’
Advertisment
Follow Us