ଇଷ୍ଟର୍ଣ୍ଣ ରେଳବାଇର ବମ୍ପର ଭର୍ତ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ଏଭଳି କରନ୍ତୁ ଆବେଦନ

Advertisment
ଇଷ୍ଟର୍ଣ୍ଣ ରେଳବାଇର ବମ୍ପର ଭର୍ତ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ଏଭଳି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ରେଲେଓ୍ଵଜ୍‌ ରିକ୍ୱାରମେଣ୍ଟ ୨୦୧୮ ଇଷ୍ଟର୍ଣ୍ଣ ରଳବାଇ ଇଚ୍ଛୁକ ଓ ଯୋଗ୍ୟ ଆବେଦନକାରୀଙ୍କ ପାଇଁ ୨ହଜାର ୯୦୭ ACT Apprentices ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନକାରୀ ଏହି ପଦବୀ ପାଇଁ ଚଳିତବର୍ଷ ନଭେମ୍ବର ୧୪ ତାରିଖ ସୁଦ୍ଧା ଆବେଦନ କରି ପାରିବେ।

ACT Apprentices ପଦବୀ ସଂଖ୍ୟା ଦୁଇହଜାର ୯୦୭ଟି ରହିଛି। ଯଦି ଆପଣ ଦଶମ ଶ୍ରେଣୀ ପାସ୍‌ କରିଛନ୍ତି ଓ ପାଖରେ ଆଇଟିଆଇ ସାର୍ଟିଫିକେଟ ରହିଛି ତେବେ ରେଳବାଇରେ ଚାକିରି ପାଇବା ପାଇଁ ଏହା ଅପଣାଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ଏଥିସହିତ ଏନସିବିଟି/ଏସ୍‌ସିବିଟି ତରଫରୁ ପ୍ରଦାନ କରାଯାଇଥିବା ନ୍ୟାସନାଲ ଅପ୍ରେଣ୍ଟିସ୍‌ସିପ୍‌ ସାର୍ଟିଫିକେଟ ଥିବା ଆବଶ୍ୟକ। ଜେନେରାଲ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ଟଙ୍କା ଥିଲା ବେଳେ ଦିବ୍ୟାଙ୍ଗ ଓ ଏସ୍‌ଟି ଏବଂ ଏସ୍‌ସିଙ୍କ ପାଇଁ ମାଗଣା ଶଳ୍କ ରହିଛି।

publive-image

ଆବେଦନକାରୀ ଇଷ୍ଟର୍ଣ୍ଣ ରେଲେଓ୍ଵ ଅଧିକାରୀ େଓ୍ଵବସାଇଟ୍‌ http://rrcer.in:8080/rrcer1/Registration.jsp କୁ ଯାଇ ନଭେମ୍ବର ୧୪ ସୁଦ୍ଧା ଆବେଦନ କରି ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe