ୟୁପିଆଇ ମାଧ୍ୟମରେ ଏଟିଏମ୍‌ରୁ ଟଙ୍କା ଉଠାଣ ସୁବିଧା

Advertisment
ଶ୍ରୀଲଙ୍କା, ମରିସସ୍‌ରେ ପହଞ୍ଚିଲା ୟୁପିଆଇ

India Posts English

ନୂଆଦିଲ୍ଲୀ : ବିନା କାର୍ଡରେ ଏଟିଏମ୍‌ରୁ ଟଙ୍କା ଉଠାଇହେବ। ୟୁପିଆଇ ବ୍ୟବହାର କରୁଥିବା ଲୋକମାନେ ବିନା କାର୍ଡରେ ଟଙ୍କା ଉଠାଇପାରିବେ। ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ ଏହି ସୁବିଧା ପ୍ରଦାନ କରାଯାଉଛି। ଇଣ୍ଟରଅପରେବଲ୍ କାର୍ଡବିହୀନ ନଗଦ ଉଠାଣ ନାମକ ଏହି ସେବା ଜରିଆରେ ବ୍ୟାଙ୍କର ଗ୍ରାହକମାନେ ୟୁପିଆଇକୁ ବ୍ୟବହାର କରି ଦିନକୁ ୨ ଥରରେ ସର୍ବାଧିକ ୧୦ ହଜାର ଟଙ୍କା ଉଠାଇପାରିବେ। କେବଳ ବ୍ୟାଙ୍କ ଅଫ୍‌ ବରୋଦାର ଗ୍ରାହକମାନେ ଏହି ସୁବିଧା ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe