ଜାନୁଆରିରେ ବଜାରକୁ ଆସିବ ଅଡି କ୍ୟୁ୮

Advertisment
ଜାନୁଆରିରେ ବଜାରକୁ ଆସିବ ଅଡି କ୍ୟୁ୮

ନୂଆଦିଲ୍ଲୀ: ଆସନ୍ତା ଜାନୁଆରିରେ ଅଡି କ୍ୟୁ୮ ଭାରତୀୟ ବଜାରକୁ ଆସିବ। ଅଡି ଇଣ୍ଡିଆର ମୁଖ୍ୟ ବଲବୀର ସିଂହ ଧିଲୋନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୨୦ ଜାନୁଆରି ୧୫ରେ ଏ୮କୁ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିଏସ୍‌-୬ ନିୟମ ପାଳନ କରୁଥିବା କଂପାନିର ଦ୍ବିତୀୟ ଗାଡ଼ି। ଏହା ପୂର୍ବରୁ କଂପାନି ପକ୍ଷରୁ ଏ୬ର ବିଏସ୍‌-୬ ମଡେଲ୍‌କୁ ଉନ୍ମୋଚନ କରାଯାଇଛି। ଅଡି କ୍ୟୁ୮ ହେଉଛି ଏସ୍‌ୟୁଭି ଓ ଲକ୍‌ଜୁରି କୁପ୍‌ର ଏକ ମିଶ୍ରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe