ଆୟୁଷ୍ମାନ ଏସ୍‌ପ୍ଲାନେଡ୍‌ ୱାନ୍‌ର ହାପିନେସ୍ ଆମ୍ବାସାଡର

Advertisment
ଆୟୁଷ୍ମାନ ଏସ୍‌ପ୍ଲାନେଡ୍‌ ୱାନ୍‌ର ହାପିନେସ୍ ଆମ୍ବାସାଡର

DNA India

ଭୁବନେଶ୍ବର: ନେକ୍ସସ୍ ମଲ୍‌ ପକ୍ଷରୁ ଏହାର ଏସ୍‌ପ୍ଲାନେଡ୍‌ ୱାନ୍ ଓ ଅନ୍ୟ ମଲ୍‌ଗୁଡ଼ିକ ପାଇଁ ବଲିଉଡ୍‌ ତାରକା ଆୟୁଷ୍ମାନ ଖୁରାନାଙ୍କୁ ହାପିନେସ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ‌‌କୌଣସି ‌ବଲିଉଡ୍ ସେଲିବ୍ରିଟିଙ୍କ ସହ ନେକ୍ସସ୍‌ ମଲ୍‌ର ଏହା ପ୍ରଥମ ସହବନ୍ଧନ। ଏହି ସହଯୋଗିତା ସମ୍ପର୍କରେ କଂପାନିର ମୁଖ୍ୟ ମାର୍କେଟିଂ ଅଧିକାରୀ ନିକାଶ ଯୋଶୀ କହିଛନ୍ତି ଯେ, ଆମର ମୂଲ୍ୟବୋଧକୁ ପରିପ୍ରକାଶ କରିପାରିବା ଭଳି ଚେହେରାକୁ ଆମେ ଖୋଜୁଥିଲୁ। ଆୟୁଷ୍ମାନଙ୍କ ଠାରେ ଆମେ ସେହି ଗୁଣ ପାଇଛୁ ଯିଏ ସର୍ବଦା ଖୁସି ରହୁଥିବା ବେଳେ ତାଙ୍କ ଫେସନ୍‌ ଜ୍ଞାନ ମଧ୍ୟ ବହୁତ ଭଲ। ନେକ୍ସସ୍ ମଲ୍‌ ସହିତ ସହବନ୍ଧିତ ହୋଇଥିବାରୁ ଆୟୁଷ୍ମାନ ଖୁସି ଜାହିର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe