ବ୍ୟାଙ୍କ ମିଶ୍ରଣ ନେଇ ନୂଆ ପ୍ରସ୍ତାବ ନାହିଁ

Advertisment
ପିସିଏରୁ ମୁକୁ‌ଳିବେ ଆଉ ୪ ବ୍ୟାଙ୍କ

ନୂଆଦିଲ୍ଲୀ,: ସରକାରୀ ବ୍ୟାଙ୍କ ମଧ୍ୟରେ ମିଶ୍ରଣକୁ ନେଇ କୌଣସି ନୂଆ ପ୍ରସ୍ତାବ ନାହିଁ। ବିଜୟା, ଦେନା ଓ ବ୍ୟାଙ୍କ ଅଫ୍‌ ବରୋଦାର ମିଶ୍ରଣ ପ୍ରକ୍ରିୟା ଶେଷ ହେବା ପରେ ଅନ୍ୟ ପ୍ରସ୍ତାବଗୁଡ଼ିକୁ ବିଚାରକୁ ନିଆଯିବ। ଏହି ମିଶ୍ରଣ ପରେ ସରକାରୀ ବ୍ୟାଙ୍କ ସଂଖ୍ୟା ୧୮କୁ ହ୍ରାସ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe