ଆଜାଦୀ କା ଅମୃତ ମହୋତ୍ସବରେ ବ୍ୟାଙ୍କ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ ୮ରେ

Advertisment
କେନ୍ଦ୍ରର ମୋଟ ଋଣ ୧୫୯ ଲକ୍ଷ କୋଟି ଟଙ୍କା

Businessday.ng

ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବର ଅଂଶ ଭାବେ ଅର୍ଥ ମନ୍ତ୍ରଣାଳୟର ଆଇକନିକ୍ ସପ୍ତାହରେ ବିଭିନ୍ନ ପ୍ରକାର ଋଣ ମଞ୍ଜୁରି ଓ ଜନ ସୁରକ୍ଷା ଯୋଜନାର ସଂଯୋଗୀକରଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ଚଳିତ ମାସ ୮ରେ ଓଡ଼ିଶାର ବ୍ୟାଙ୍କ ଶାଖା ଓ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକରେ କ୍ରେଡିଟ୍ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ହିତାଧିକାରୀଙ୍କ ନାମକୁ ତାଲିକାଭୁକ୍ତ କରାଯିବ, ଗ୍ରାହକ ସଚେତନତା ଓ ଶାଖା ସ୍ତରରେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେବ। ଗ୍ରାହକମାନେ ବ୍ୟାଙ୍କ ଶାଖାରେ ପହଞ୍ଚି ଏହାର ଲାଭ ଉଠାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe