ଅନିଲଙ୍କ ବିରୋଧରେ ବ୍ୟାଙ୍କରପ୍‌ସି ମାମଲା

Advertisment
ଅନିଲଙ୍କ ବିରୋଧରେ ବ୍ୟାଙ୍କରପ୍‌ସି ମାମଲା

India TV News

ମୁମ୍ବାଇ : ଅନିଲ୍ ଅମ୍ବାନିଙ୍କ ବିରୋଧରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଦାୟର କରାଯାଇଥିବା ବ୍ୟାଙ୍କରପ୍‌ସି ମାମଲାର ଶୁଣାଣି କରିବାକୁ ଜାତୀୟ କଂପାନି ଲ' ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ର ମୁମ୍ବାଇ ଖଣ୍ଡପୀଠ ରାଜି ହୋଇଛନ୍ତି। ଏସ୍‌ବିଆଇ ପକ୍ଷରୁ ଅନିଲଙ୍କ ଠାରୁ ୧୨୦୦ କୋଟି ଟଙ୍କା ଅସୁଲ କରିବା ଲାଗି ଏହି ମାମଲା ରୁଜୁ କରାଯାଇଥିଲା। ‌ଷ୍ଟେଟ୍‌ ବ୍ୟାଙ୍କର ଦାବିକୁ ଯାଞ୍ଚ କରିବା ଲାଗି ଟ୍ରିବ୍ୟୁନାଲ୍ ପକ୍ଷରୁ ବ୍ୟାଙ୍କରପ୍‌ସି ପ୍ରଶାସକ ନିଯୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe