ବ୍ୟାଙ୍କ ଚାହିଲେ ମୋରାଟୋରିଅମ୍ ବଢ଼ାଇପାରିବେ: ଶକ୍ତିକାନ୍ତ

Advertisment
ସେପ୍ଟେମ୍ବର ପର୍ଯ୍ୟନ୍ତ ଦରଦାମ୍ ଉଚ୍ଚା ରହିବ

Nobat

ଭୁବନେଶ୍ବର : ଗ୍ରାହକମାନଙ୍କ ପାଇଁ ମୋରାଟୋରିଅମ୍‌ର ଅବଧି ବଢ଼ାଇବା ନିଷ୍ପତ୍ତି ବ୍ୟାଙ୍କଗୁଡ଼ିକ ନେଇପାରିବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ‌ସେହି କହିଛନ୍ତି, ବ୍ୟାଙ୍କ ଚାହିଲେ ମୋରାଟୋରିଅମ୍‌ ଅବଧିକୁ ୩, ୬ କିମ୍ବା ୧୨ ମାସ ପାଇଁ ବଢ଼ାଇପାରିବେ। କେଉଁମାନଙ୍କୁ ଏହି ସୁବିଧା ଦିଆଯିବ ସେହି ନିଷ୍ପତ୍ତି ମଧ୍ୟ ବ୍ୟାଙ୍କ ନେଇପାରିବେ। ସେଥିପାଇଁ ଚଳିତ ମାସ ୬ରେ ଜାରି କରାଯାଇଥିବା ସର୍କୁଲାରରେ ବ୍ୟାଙ୍କଗୁଡ଼ିକୁ ଅନୁମତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe