‘ବାଇଜୁସ୍‌’ ବିରୋଧରେ ‘ବିସିସିଆଇ’ର ଦେବାଳିଆ ପିଟିସନ୍‌

Advertisment
ଟେଷ୍ଟ୍‌ ମାନ୍ୟତାରେ ଭାରତ ୧ ନମ୍ବର

bcci

ବେଙ୍ଗାଲୁରୁ: ପ୍ରଯୁକ୍ତିଭିତ୍ତିକ ଶିକ୍ଷା କ୍ଷେତ୍ରର କମ୍ପାନି ବାଇଜୁସ୍‌ ବିରୋଧରେ ଭାରତୀୟ କ୍ରିକେଟ କ‌ଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦେବାଳିଆ ମାମଲା ଚଲାଇବା ପାଇଁ ଦାଖଲ କରିଥିବା ପିଟିସନ୍‌କୁ ବେଙ୍ଗାଲୁରୁସ୍ଥିତ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)ର ବେଙ୍ଗାଲୁରୁ ଖଣ୍ଡପୀଠ ଗ୍ରହଣ କରିଛନ୍ତି। ବାଇଜୁସ୍‌ ଠାରୁ ବିସିସିଆଇର ୧୫୮ କୋଟି ଟଙ୍କା ପାଇବାକୁ ଅଛି। ଭାରତୀୟ କ୍ରିକେଟ ଟିମ୍‌ର ପ୍ରାୟୋଜକ ଭାବେ ବାଇଜୁସ୍‌ ସହିତ ବିସିସିଆଇର ରାଜିନାମା ହୋଇଥିଲା। କିନ୍ତୁ ବିସିସିଆଇକୁ ଠକିଥିବା ନେଇ ବାଇଜୁସ୍‌ର ମୂଳ କମ୍ପାନି ଥିଙ୍କ୍‌ ଆଣ୍ଡ୍‌ ଲର୍ଣ୍ଣ ପ୍ରାଇଭେଟ୍‌ ଲିମିଟେଡ୍‌ ବିରୋଧରେ ପିଟିସନ ଦାଖଲ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe