ହ୍ବାଟସ୍‌ଆପ୍, ଏସ୍‌ଏମ୍ଏସ୍‌ ଓ ଇ-ମେଲ୍‌ରେ ଆସୁଥିବା ଏଭଳି ୭ ମେସେଜ୍‌ ପ୍ରତି ସାବଧାନ!

Advertisment

ଆପଣ ପୁରସ୍କାର ଜିତିଛନ୍ତି, ନକଲି ନିଯୁକ୍ତି ସମ୍ପର୍କିତ ସୂଚନା

ଆପଣ ପୁରସ୍କାର ଜିତିଛନ୍ତି, ନକଲି ନିଯୁକ୍ତି ସମ୍ପର୍କିତ ସୂଚନା

ହ୍ବାଟସ୍‌ଆପ୍, ଏସ୍‌ଏମ୍ଏସ୍‌ ଓ ଇ-ମେଲ୍‌ରେ ଆସୁଥିବା ଏଭଳି ୭ ମେସେଜ୍‌ ପ୍ରତି ସାବଧାନ!

ନୂଆଦିଲ୍ଲୀ: ଲୋକମାନଙ୍କୁ ଠକିବା ଲାଗି ହ୍ବାଟସ୍‌ଆପ୍, ଏସ୍‌ଏମ୍ଏସ୍‌ ଓ ଇ-ମେଲ୍‌ ବାର୍ତ୍ତାକୁ ବ୍ୟାପକ ଭାବେ ବ୍ୟବହାର କରାଯାଉଛି। ଠକମାନେ ମେସେଜଗୁଡ଼ିକୁ ଏଭଳି ଢଙ୍ଗରେ ଲେଖୁଛନ୍ତି ଯେ ତାହା ସତ ମେସେଜ ଭଳି ଲାଗୁଛି। ଯେଉଁମାନେ ସେହି ମେସେଜ ଦ୍ବାରା ପ୍ରଲୋଭିତ ହୋଇ ଲିଙ୍କ୍‌ ଖୋଲୁଛନ୍ତି ସେମାନେ ଆର୍ଥିକ କ୍ଷତିର ଶିକାର ହେଉଛନ୍ତି। ଭାରତରେ ଲୋକଙ୍କ ପାଖକୁ ଦୈନିକ ଏଭଳି ୧୨ ମେସେଜ ଆସୁଛି। ସେଥିରେ ୭ ପ୍ରକାର ବିପଜ୍ଜନକ ମେସେଜ ରହିଛି। ଠକାମି ମେସେଜ୍ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାର ସବୁଠୁ ବଡ଼ ମାଧ୍ୟମ ଭାବେ ବ୍ୟାଙ୍କ ଆଲର୍ଟ ଓ ନିଯୁକ୍ତି ଠକେଇକୁ ବ୍ୟବହାର କରାଯାଉଛି।

publive-image

ଆପଣ ପୁରସ୍କାର ଜିତିଛନ୍ତି
ନକଲି ନିଯୁକ୍ତି ସମ୍ପର୍କିତ ସୂଚନା
ୟୁଆର୍‌ଏଲ୍‌ ସହ ବ୍ୟାଙ୍କ ଆଲର୍ଟ ମେସେଜ୍‌
ଆପଣ କିଣିନଥିବା ଜିନିଷ ସମ୍ପର୍କିତ ସୂଚନା
ନେଟ୍‌ଫ୍ଲିକ୍ସ ଭଳି ଓଟିଟି ସବ୍‌ସ୍କ୍ରିପ୍‌ସନ୍ ସମ୍ପର୍କିତ ମେସେଜ୍
ଡେଲିଭରି ବିଫଳ ହୋଇଥିବା
ଆମାଜନ ନିରାପତ୍ତା ଆଲର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe