ଭୁବନେଶ୍ବର: ହିରୋ େମାଟୋକର୍ପ ଲିମିଟେଡ ପକ୍ଷରୁ ନିର୍ମିତ ୩ଟି ନୂଆ ଦୁଇ ଚକିଆ ଯାନ ଏକ୍ସଟ୍ରିମ୍ ୨୦୦ଏସ୍, ଏକ୍ସଟ୍ରିମ୍ ୨୦୦ଟି ଏବଂ ମାଏଷ୍ଟ୍ରୋ ଏଜ୍ ୧୨୫କୁ ସ୍ଥାନୀୟ ଲକ୍ଷ୍ମୀସାଗରସ୍ଥିତ ଭାରତ ମୋଟର୍ସ ପରିସରରେ ଉନ୍ମୋଚନ କରାଯାଇଛି। ନୂଆ ଗାଡ଼ି ଗୁଡ଼ିକୁ କମ୍ପାନିର ପ୍ରତୀକ ଅଗ୍ରୱାଲ ଏବଂ ଇସାନ ଆଶିଷ ସୁବୁଦ୍ଧି ଉନ୍ମୋଚନ କରିଛନ୍ତି।
ଭାରତ ମୋଟର୍ସରେ ହିରୋର ୩ ନୂଆ ଗାଡ଼ି ଉନ୍ମୋଚନ
Advertisment
Follow Us