ମୁମ୍ବାଇ: ତିମି ମାଛ ଆକୃତିର ଏକ ବିଶାଳ ମାଲବାହୀ ବିମାନ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ପରେ ବିମାନବନ୍ଦରର କର୍ମଚାରୀ ଓ ଯାତ୍ରୀମାନେ ତାହାକୁ ଦେଖି ଚକିତ ହୋଇଯାଇଥିଲେ। ବଡ଼ ଆକାର ଜିନିଷ ପରିବହନ ଲାଗି ଏହି ବିମାନକୁ ବ୍ୟବହାର କରାଯାଇଥାଏ। ଏହା ୫୬ ମିଟର ଲମ୍ବା ହୋଇଥିବା ବେଳେ ୪୫ ମିଟର ଚଉଡ଼ା।
ମୁମ୍ବାଇରେ ତିମି ଆକୃତିର ବିଶାଳ ବିମାନ
Advertisment
Follow Us