ଆମାଜନ ବି‌ରୋଧରେ ଛୋଟ ସଂସ୍ଥାର ବଡ଼ ବିଜୟ

ବିଶ୍ବବ୍ୟାପୀ ଧର୍ମଘଟ କରିବେ ଆମାଜନ କର୍ମଚାରୀ

Yahoo Finance

ବେଙ୍ଗାଲୁରୁ : ଇ-କମର୍ସ କ୍ଷେତ୍ରର ସର୍ବବୃହତ ସଂସ୍ଥା ଆମାଜନ ବିରୋଧରେ ‌ହାପି ବେଲି ବେକ୍‌ସ ନାମକ ଏକ ଛୋଟ ସଂସ୍ଥା କୋର୍ଟରେ ବଡ଼ ବିଜୟ ହାସଲ କରିଛି। ଆମାଜନ ବିରୋଧରେ ଏହା ଟ୍ରେଡ୍‌ମାର୍କ ଉଲ୍ଲଂଘନ ଅଭିଯୋଗ ଆଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଚାରି ବର୍ଷର ଲମ୍ବା ଆଇନ ଲଢ଼େଇ ଲଢ଼ିବା ପରେ ଶେଷରେ ଏହାର ବିଜୟ ହୋଇଛି। ୨୦୦୮‌ରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ହାପି ବେଲି ଟ୍ରେଡ୍‌ମାର୍କକୁ ୨୦୧୬ ପରଠାରୁ ନିଜ ନାମରେ ରଖିଥିଲା। ମାତ୍ର ଆମାଜନ ପକ୍ଷରୁ ସେହିଭଳି ଏକ ପ୍ରକାର ନାମକୁ ବ୍ୟବହାର କରି ସ୍ନାକ୍ସ ଓ ଦୁଗ୍ଧ ଉତ୍ପାଦ ବିକ୍ରି କରାଯାଉଥିବା ଜାଣିବା ପରେ କଂପାନି ଆମାଜନକୁ କୋର୍ଟକୁ ଟାଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe