ବିକାଶ ମିଶ୍ର ଆଇବିଏର ବରି‌ଷ୍ଠ ଉପଦେଷ୍ଟା

ବିକାଶ ମିଶ୍ର ଆଇବିଏର ବରି‌ଷ୍ଠ ଉପଦେଷ୍ଟା

ଭୁବନେଶ୍ବର : ପଂଜାବ ନ୍ୟାସନାଲ ବ୍ୟାଙ୍କର ସିଜିଏମ୍‌ ତଥା ବରିଷ୍ଠ ଓଡ଼ିଆ ବ୍ୟାଙ୍କ ଅଧିକାରୀ ବିକାଶ ନାରାୟଣ ମିଶ୍ର ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ (ଆଇବିଏ)ର ବରିଷ୍ଠ ଉପଦେଷ୍ଟା ପଦରେ ଯୋଗ ଦେଇଛନ୍ତି। ଶ୍ରୀ ମିଶ୍ରଙ୍କର ଜନ୍ମ ବୌଦ୍ଧ ଜିଲ୍ଲାର ଡାଙ୍ଗମୁଣ୍ଡା ଗାଁରେ। ତାଙ୍କ ଛାତ୍ର ଜୀବନ ଗାଁରୁ ଆରମ୍ଭ ହୋଇଥିଲା। ଜିଏମ କଲେଜ, ସମ୍ବଲପୁରରୁ ସ୍ନାତକ ଏବଂ ଦିଲ୍ଲୀସ୍ଥିତ ଜେଏନୟୁରୁ ସାତକୋତ୍ତର ଡିଗ୍ରି ହାସଲ ପରେ ୧୯୮୫ରେ ପିଏନ୍‌ବି‌ରେ ଅଫିସର ଭାବେ ଯୋଗଦେଇଥିଲେ। ବ୍ୟାଙ୍କର ବିଭିନ୍ନ ପଦପଦବିରେ ସେ ଦେଶବିଦେଶରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ସମାଜସେବୀ ବସନ୍ତ କୁମାର ମିଶ୍ରଙ୍କର ସେ କନିଷ୍ଠ ପୁତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe